ମେଡିକାଲ ଆସିଥିବା ନାବାଳକକୁ ଭୁଲ୍ ଇଞ୍ଜେକସନ୍ ଦିଆଯାଇଥିବା ଅଭିଯୋଗ

ବାଲେଶ୍ଵର ଜିଲ୍ଲା ନୀଳଗିରି ଚିକିତ୍ସାଳୟରେ ଟିଟାନାଶ ବଦଳରେ କୁକୁର କାମୁଡ଼ା ଇଞ୍ଜେକସନ ଦେବାରୁ ଉତ୍ତେଜନା ଦେଖାଦେଇଛି।

ବ୍ଳେଡରେ ହାତ କଟି ଯିବାରୁ ମେଡିକାଲ ଆସିଥିବା ନାବାଳକକୁ ଭୁଲ୍ ଇଞ୍ଜେକସନ୍ ଦିଆଯାଇଥିବା ଜାଣିବା ପରେ ପରିବାର ଲୋକ ହୋହଲ୍ଲା କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes