ଧନୁସଂକ୍ରାନ୍ତିରେ ପହିଲିଭୋଗରେ ଶ୍ରୀବିଗ୍ରହମାନଙ୍କ ‘ଦିବା ପହୁଡ଼’ ନୀତି ଅନୁଷ୍ଠିତ ହେବ।
ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଅପରାହ୍ନ ୨ଟା ଠାରୁ ୫ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
Credible Local News of Odisha