ଜନ ଅଭିଯୋଗ ଶୁଣାଣିରେ ୮୫ ମାମଲାର ତୁରନ୍ତ ଫଇସଲା

କେନ୍ଦୁଝର ଜିଲା ପାଟଣା ବ୍ଲକରେ ଜିଲା ପାଳ ଆଶିଷ ଠାକରେ ସୋମବାର ବ୍ଲକ ସଭା ଗୃହ ରେ ଜନ ଅଭିଯୋଗ ଶୁଣାଣ କରିଛନ୍ତି। ଏଥିରେ ମୋଟ ମୋଟ ୮୫ ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ଅଭିଯୋଗ ର ଶୁଣାଳୀ କରି ଜିଲା ପାଳ ଏଗୁଡିକର ତୁରନ୍ତ ସମାଧାନ ପାଇଁ ଉପସ୍ଥିତ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ।

ଅଭିଯୋଗ ଶୁଣାଳୀ ରେ ଜିଲ୍ଲାପାଳ ଙ୍କ ସହ କେନ୍ଦୁଝର ଆରକ୍ଷୀ ଅଧିକ୍ଷକ ମିତ୍ରଭାନୁ ମହାପାତ୍ର, ଡିଏଫ ଓ ଏଚ ଡି ଧନରାଜ,ପ୍ରକଳ୍ପ ନିର୍ଦେଶକ ଗ୍ରାମ ଉନ୍ନୟନ ସଂସ୍ଥା ର ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, ଜିଲା ଶିକ୍ଷା ଧିକାରୀ ପୂର୍ଣ୍ଣି ଚସନ୍ଦ୍ର ସେଠୀ, ଉପଜିଲ୍ଲାପାଳ ରାମଚନ୍ଦ୍ର କିସ୍କୁ ପ୍ରମୁଖ ଉପସ୍ଥିତ ରହିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes