ସଡକ ଦୁର୍ଘଟଣା ରେ ଜଣେ ମୃତ ୨ ଗୁରୁତର

କେନ୍ଦୁଝର ଜିଲା ସାହାରପଡା ବ୍ଲକ ଦାମାହୁଦା ପଡିଆବେଡା ରାସ୍ତାର କୁମୁଳାବାହାଳି ବାଙ୍କ ନିକଟରେ ସୋମବାର ସନ୍ଧ୍ୟାରେ ଭାରସାମ୍ୟ ହରାଇ ଏକ ବାଇକ ଦୁର୍ଘଟଣା ହୋଇ ରାସ୍ତା କଡରେ ଥିବା ଘରର କାନ୍ଥ କୁ ଧକ୍କା ଦେବା ଫଳରେ ଜଣଙ୍କ ର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି।ମୃତକ ଜଣକହେଉଛନ୍ତି ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବଣ ମହୁଲ ଡିହାର ସିପୁନ ନାଏକ(୨୮) ଗୁରୁତର ୨ ଜଣ ହେଉଛନ୍ତି ରୁଦ୍ର ଭାନୁ ନ

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes