ବୀରମହାରାଜପୁର ବ୍ଲକର ବିଭିନ୍ନ ସ୍ଥାନରେ ହକି ରଥକୁ ବିପୁଳ ସ୍ବାଗତ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ହକି ରଥକୁ ସୋମବାର ଭବ୍ୟ ସ୍ବାଗତ କରାଯାଇଛି । ଏହି ରଥ ସ୍ଥାନୀୟ ଉଫୁଲା ପଞ୍ଚାୟତରୁ ଶୁଭାରମ୍ଭ ହୋଇ ବାଗବର, ଜଟେସିଂହା, ସୁବଳୟା, କମିରା, ସଂଗ୍ରାମପୁର, ପିତାମହୁଲ ଓ ଖଣ୍ଡହତା ପଞ୍ଚାୟତକୁ ପରିକ୍ରମା କରିଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes