ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜର ସଦସ୍ୟ ତଥା ଦେଓଗାଁ ବ୍ଲକ ବହଲି ଗ୍ରାମର ବାସିନ୍ଦା ଗଙ୍ଗାଧର ପଧାନ ଆଜି ତାଙ୍କ ଜନ୍ମ ଦିନରେ ରକ୍ତଦାନ କରିଛନ୍ତି।
ଶ୍ରୀ ପ୍ରଧାନ ଭୀମ ଭୋଇ ମେଡିକାଲ ରକ୍ତ ଭଣ୍ଡାରରେ ରକ୍ତଦାନ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି ।
Credible Local News of Odisha