250 ଗ୍ରାମର ବ୍ରାଉନସୁଗର ଜବତ, 2 ଗିରଫ

ବାଲେଶ୍ୱର ଜିଲ୍ଳାର ଜଳେଶ୍ୱରରେ ଆଜି ପୁଲିସ 250 ଗ୍ରାମର ବ୍ରାଉନସୁଗର ଜବତ କରିଥିବା ବେଳେ 2 ଜଣଙ୍କୁ ଗିରଫ କରିଛି l ଜବତ ବ୍ରାଉନସୁଗରର ମୂଲ୍ୟ ପ୍ରାୟ 25 ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes