ହଷ୍ଟେଲରୁ ପଳାଇଥିବା ଛଅ ଛାତ୍ର ଉଦ୍ଧାର

ଯାଜପୁର ଜିଲ୍ଲା ଚିତାଳୋର ଏକ ସଂସ୍କୃତ ବିଦ୍ୟାଳୟର ହଷ୍ଟେଲରୁ ପଳାଇଥିବା ଛଅ ଜଣ ଛାତ୍ରଙ୍କୁ ବିରଜା ମନ୍ଦିର ନିକଟରୁ ଉଦ୍ଧାର କରାଯାଇଥିବା ପୁଲିସ କହିଛି l
ହଷ୍ଟେଲରେ ଚର୍ମରୋଗ ବ୍ୟାପୁଥିବା ଦର୍ଶାଇ ସେମାନେ ପଳାଇଥିବା କୁହାଯାଉଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes