ଜନଜାତି ନୃତ୍ୟରେ ଦୁଲୁକୁଛି ରବୀନ୍ଦ୍ର ମଣ୍ଡପ

ଭୁବନେଶ୍ୱରର ରବୀନ୍ଦ୍ର ମଣ୍ଡପରେ ଆଜି ଜନଜାତି ନୃତ୍ୟ ମହୋତ୍ସବର ଦ୍ଵିତୀୟ ଦିନରେ ମହାରାଷ୍ଟ୍ର, ଝାଡ଼ଖଣ୍ଡ, ମଣିପୁର,ଓଡିଶା, ଗୋଆ, ଛତିଶଗଡ଼ ଇ ରାଜସ୍ଥାନର ଲୋକନୃତ୍ୟ ଦର୍ଶକଙ୍କ ମନ ମୋହିଥିଲା l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes