ନୂଆପାଟଣାରେ ଫାଇଭ ଷ୍ଟାର ହୋଟେଲର ଶିଳାନ୍ୟାସ

77 କୋଟିରୁ ଅଧିକ ଟଙ୍କାରେ କଟକ ସହର ଉପକଣ୍ଠ ଚୌଦ୍ୱାର ପାଖ ନୂଆପାଟଣାରେ ଲାଲଚାନ୍ଦ ଗ୍ରୁପ ପକ୍ଷରୁ ପ୍ରତିଷ୍ଠା ହେବାକୁ ଯାଉଛି ଏକ ଫାଇଭ ଷ୍ଟାର ହୋଟେଲ ‘ଦି ନିଉ ମାରିଅନ’ l

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହାର ଶିଳାନ୍ୟାସ କରିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes