ଚାନ୍ଦିପୋଷ ଥାନା ଅଞ୍ଚଳରେ ଏନକାଉଣ୍ଟର, ଜଣେ ଅପରାଧୀ ଆହତ

ରାଉରକେଲା ଚାନ୍ଦିପୋଷ ଥାନା ଅଞ୍ଚଳରେ ଏନକାଉଣ୍ଟରରେ ଜଣେ କୁଖ୍ୟାତ ଅପରାଧୀ ଆହତ ହୋଇଛି।

ତାକୁ ଆରଜିଏଚରେ ଭର୍ତ୍ତି କରାଯାଇଛି। ଅପରାଧୀଠାରୁ ଗୋଟିଏ ଏକେ-୪୭ ରାଇଫଲ୍ ଜବତ ହୋଇଛି। ରାଉରକେଲା ପୁଲିସ୍‌ ଆଉ ୨ ଅପରାଧୀଙ୍କୁ ଅଟକ ରଖିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes