ବିଜୁ ଯୁବ ଜନତା ଦଳ ଦ୍ବାରା ମୁଆଥାଇ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧନା

ଆଜି ଅନୁଗୋଳ ଠାରେ ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଦିନେଶ ପ୍ରଧାନଙ୍କ ଅଧ୍ୟକ୍ଷତାରେ ୟୁନାଇଟେଡ଼ ମୁଆଥାଇ ଆସୋସିଏସନ ପକ୍ଷରୁ ମଧ୍ୟପ୍ରଦେଶରେ ଆୟୋଜିତ ଜାତୀୟ ମୁଆଥାଇ ପ୍ରତିଯୋଗିତାରେ ଅନୁଗୋଳରୁ ଅଂଶଗ୍ରହଣକାରୀ ସମସ୍ତ ପ୍ରଶିକ୍ଷକ ଓ ସମସ୍ତ ୧୪ ଜଣ ଖେଳାଳି (୬ଟି ସ୍ଵର୍ଣ, ୩ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ)ଙ୍କୁ ସମ୍ବର୍ଦ୍ଧନା କରାଯାଇଛି l

ଏଥିରେ ମୁଖ୍ୟ ଅତିଥି ସାଂସଦ ମହେଶ ସାହୁ ସମସ୍ତ ପ୍ରତିଯୋଗୀ, ପ୍ରଶିକ୍ଷକ ଓ ଅଭିଭାବକଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରିଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes