ଚନ୍ଦନପୁରରେ ଗୁଳିମାଡ଼, ଜଣେ ମୃତ, ଜଣେ ଆହତ

ପୁରୀ ଜିଲ୍ଲା ଚନ୍ଦନପୁର ଥାନା ଅନ୍ତର୍ଗତ ଭାର୍ଗବୀ ସ୍କୁଲ ନିକଟରେ ଗତକାଲି ରାତିରେ ପୂର୍ବ ଶତ୍ରୁତା କାରଣରୁ ଦୁଇଜଣ ଯୁବକଙ୍କ ଉପରେ କେତେକ ଦୁର୍ବୃତ୍ତ ଗୁଳିମାଡ଼ କରିଛନ୍ତି l
ଏହି ଘଟଣାରେ ଶଙ୍କର ବେହେରା ନାମକ ଯୁବକର ମୃତ୍ୟୁ ହୋଇଥିବା ବେଳେ ନିଲୁ ବେହେରା ନାମକ ଯୁବକ ଆହତ ହୋଇଥିବା ପୁଲିସ କହିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes