ଗୋଷ୍ଠୀ ସଂଘର୍ଷରେ କୁଖ୍ୟାତ ଅପରାଧୀର ମୃତ୍ୟୁ

ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ମଧ୍ଯଖଣ୍ଡ ଗ୍ରାମରେ ଗତକାଲି ରାତିରେ ଦୀପାବଳି ଅବସରରେ ଦୁଇ ଗୋଷ୍ଠୀ ଯୁବକଙ୍କ ମଧ୍ୟରେ ଅଚାନକ ସଂଘର୍ଷ ହୋଇଥିଲା l
ବିଭିନ୍ନ ମାରଣାସ୍ତ୍ରରେ ସେମାନେ ପରସ୍ପର ଉପରେ ଆକ୍ରମଣ କରିଥିବା ବେଳେ ବିକାଶ ବେହେରା ନାମକ ଅପରାଧୀର ମୃତ୍ୟୁ ହୋଇଥିବା ପୁଲିସ କହିଛି l ବିକାଶ ନାମରେ ବିଭିନ୍ନ ଥାନାରେ 15 ରୁ ଅଧିକ ମାମଲା ରହିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes