ମଙ୍ଗଳାଯୋଡ଼ି ଗ୍ରାମ ପାଖରେ ଅଚିହ୍ନା ମୃତଦେହ ଉଦ୍ଧାର

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀର ମଙ୍ଗଳାଯୋଡ଼ି ଗ୍ରାମ ନିକଟରେ ଆଜି ସକାଳୁ ଜଣେ ଅଚିହ୍ନା ଯୁବକର ମୃତ ଦେହ ଉଦ୍ଧାର କରାଯାଇଛି l ମୃତଦେହ ନିକଟରେ ବାଇକ ଓ ମୋବାଇଲ ପଡ଼ିଥିବା ବେଳେ କେଉଁ ପରିସ୍ଥିତିରେ ମୃତ୍ୟୁ ହୋଇଛି ତାହା ଜଣାପଡ଼ିନାହିଁ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes