ଚତୁର୍ଥ ପରିବର୍ଦ୍ଧିତ କାର୍ଯ୍ୟକରିଣୀ ବୈଠକ ଅନୁଷ୍ଠିତ

ନଗର ସଭାପତି ବିଶ୍ୱଜିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଭାରତୀୟ ଜନତା ପାର୍ଟି କେନ୍ଦୁଝର ନଗର ମଣ୍ଡଳର ଚତୁର୍ଥ ପରିବର୍ଦ୍ଧିତ କାର୍ଯ୍ୟକରିଣୀ ବୈଠକ ଆଜି ସ୍ଥାନୀୟ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମୋହନ ଚରଣ ମାଝୀ, ପୌରାଧକ୍ଷ୍ୟ ନୀକୁ ସାହୁ, ରାଣୀ ସୁନଦିନି ଭଞ୍ଜଦେଓ, ନଗର ପ୍ରଭାରୀ ଦିଲ୍ଲୀପ ପଣ୍ଡା, ସମେତ ବହୁ ଉପସ୍ଥିତ ଥିଲେ। କଂଗ୍ରେସ ଦଳର ପୁରୁଖା ନେତା ସୋମନାଥ ସାହୁ ଓ ତାଙ୍କର ୧୦ଜଣ ସହଯୋଗୀଙ୍କ ସହିତ ଭାଜପାର ଯୋଗଦେଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes