ସେଭ୍ ଦି ଚିଲଡ୍ରେନ ତରଫରୁ ଶିଶୁ ଅଧିକାର ସପ୍ତାହ ପାଳିତ ହୋଇଥିବା ବେଳେ ଏଥିରେ ବିଭିନ୍ନ ଜିଲ୍ଲାରୁ ଶିଶୁ ପ୍ରତିଭାମାନେ ଯୋଗ ଦେଇଥିଲେ।
ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ମନ୍ଦାକିନୀ କର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଅତିଥି ଭାବରେ ଅନିଲ ପ୍ରଧାନ, ସଦାଶିବ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।