ଛକୋରମାଲ ପଞ୍ଚାୟତ ଅଞ୍ଚଳରେ ପଶୁ ଚିକିତ୍ସା ଟିକାକରଣ

ସୋନପୁର ସଦର ବ୍ଲକ ଛକୋରମାଲ ଗ୍ରାମପଞ୍ଚାୟତ ଅଞ୍ଚଳରେ ଗାଈଗୋରୁ ଛେଲିମେଣ୍ତାମାନଙ୍କୁ ଚିକିତ୍ସା କରାଯାଇଛି।

ଏହା ଡଃ ପ୍ରତ୍ୟୁଷ ରଞ୍ଜନ୍ ବାଗଙ୍କ ନେତୃତ୍ଵରେ ଅନୁଷ୍ଠିତ ହୋଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes