ଘାଟିରେ ବସ୍ ଓଲଟି ୨ ମହିଳା ମୃତ, ୫ ଆହତ

ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ କାନକଟା ଘାଟିରେ ବସଟି ଓଲଟି ପଡ଼ିଛି।

ବସ୍‌ଟି ଗଜପତି ଜିଲ୍ଲା ରାୟଗଡ଼ରୁ ପାତ୍ରପୁର ଆସୁଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes