ଗଜପତିରେ ପତାକା ଉତ୍ତୋଳନ କରିବେ ଜଗନ୍ନାଥ ସାରକା

ସାଧାରଣତନ୍ତ୍ର ଦିବସରେ ଗଜପତି ଜିଲ୍ଲାରେ ମନ୍ତ୍ରୀ ଜଗନ୍ନାଥ ସାରକା ପତାକା ଉତ୍ତୋଳନ କରିବେ ।

ପତାକା ଉତ୍ତୋଳନ ନେଇ ଆଜି ତାଲିକା ପ୍ରକାଶ ପାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes