ଘର ଭିତରୁ ମା’ ଝିଅଙ୍କ ଝୁଲନ୍ତା ମୃତଦେହ ଠାବ

କୋରାପୁଟ କାକିରିଗୁମ୍ମା ଥାନା ଲଚ୍ଛମଣି ଗାଁରେ ମୃତଦେହ ଠାବ ହୋଇଛି।

୨ ବର୍ଷର ଝିଅ ସହ ମା’ର ମୃତଦେହ ଘରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର ହୋଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ପୁଲିସ ଘଟଣାର ତଦନ୍ତ କରୁଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes