ରତ୍ନଭଣ୍ଡାର ସତ୍ୟପାଠ ତଲବ

ହାଇକୋର୍ଟରେ ଜଗମୋହନ, ରତ୍ନ ଭଣ୍ଡାର ଓ ସୂର୍ଯ୍ୟ ମନ୍ଦିର ଶୁଣାଣି ବେଳେ ଗତକାଲିଠୁ ଜଗମୋହନ ମରାମତି ଆରମ୍ଭ ହୋଇଥିବା ଜଣାଇଛନ୍ତି ସରକାର।

ଏନେଇ ସରକାରଙ୍କୁ ସତ୍ୟପାଠ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।ରତ୍ନ ଭଣ୍ଡାର ସମ୍ପର୍କିତ ସତ୍ୟପାଠ ଜୁନ ୨୬ ସୁଦ୍ଧା ଦାଖଲ ପାଇଁ ନିର୍ଦ୍ଦେଶ ରହିଛି। କୋଣାର୍କ ସୂର୍ଯ୍ୟ ମନ୍ଦିର ସ୍ଥିତାବସ୍ଥା ନେଇ ମଧ୍ୟ ରିପୋର୍ଟ ମାଗିଛନ୍ତି କୋର୍ଟ। ଜୁଲାଇ ୧୦ ତାରିଖରେ ଏନେଇ ପରବର୍ତ୍ତୀ ଶୁଣାଣି ହେବ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes