କୋରାପୁଟ ଜିଲ୍ଲା ଦାମନଯୋଡ଼ି ପରୀକ୍ଷା କେନ୍ଦ୍ରରେ ମାଲୁ ସାଆନ୍ତା ସ୍କୁଲ ଛାତ୍ରଙ୍କ ମୃତ୍ୟୁ ଘଟିଛି।
ପରୀକ୍ଷା ଦେବାକୁ ପହଞ୍ଚି ଶ୍ରେଣୀରେ ପଶିବା କ୍ଷଣି ଅଚେତ ହୋଇପଡ଼ିଥିଲେ। ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲା, ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।
Credible Local News of Odisha