ଘରୋଇ ହସ୍ପିଟାଲରେ ଜଣେ ଡାକ୍ତରଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଜଣେ ଡାକ୍ତରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି ।

ମୃତ ଡାକ୍ତର ଜଣକ ହେଲେ ଶିଶିର କୁମାର ସାହୁ । ଦୀର୍ଘ ସମୟ ଧରି ତାଙ୍କ ଚାମ୍ବରର କବାଟ ବନ୍ଦ ରହିଥିବାରୁ ସନ୍ଦେହ ଉପୁଜିଥିଲା ଏବଂ ପରେ ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପୋଟାସିୟମ କ୍ଲୋରାଇଡ୍ ଇଞ୍ଜେକ୍ସନ୍ ନେଇ ନିଜ ଚିକିତ୍ସା ନିଜେ କରିବା ବାହାନାରେ ସେ ଆତ୍ମହତ୍ୟା କରିଥିବା ନେଇ ମଧ୍ୟ ସନ୍ଦେହ ପ୍ରକାଶ ପାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes