ଘରୋଇ ବସ୍‌କୁ ୩.୭୦ ଲକ୍ଷ ଫାଇନ୍‌

ପରିବହନ ଅଧିକାରୀମାନେ ସୁନ୍ଦରଗଡ ଜିଲ୍ଲା ସଦର ଥାନା କରମଡିହି ନିକଟରେ ଗାଡ଼ି ଚେକିଂ କରୁଥିବା ବେଳେ ବରଯାତ୍ରୀ ନେଇ ଝାଡ଼ଖଣ୍ଡରୁ ସୁନ୍ଦରଗଡ଼ ଫେରୁଥିବା ଘରୋଇ ବସ୍‌ ଠାରୁ ୩.୭୦ ଲକ୍ଷ ଫାଇନ୍‌ ଆଦାୟ କରିଛନ୍ତି।

ପରମିଟ୍, ଲାଇସେନ୍ସ, ପଲ୍ୟୁସନ୍ ଆଦି ନ ଥିବାରୁ ଜରିମାନା ହୋଇଛି। ଟ୍ୟାକ୍ସ ଦେଇନଥିବା ଅଭିଯୋଗରେ ୩ ଲକ୍ଷ ୪୨ ହଜାର ଟଙ୍କା ଫାଇନ୍‌ କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes