କୋରାପୁଟ ଜିଲ୍ଲା ଜୟପୁର ପ୍ରସାଦରାଓପେଟା ଦ୍ବିତୀୟ ଲାଇନ ନିବାସୀ ଜାମି ଶ୍ରୀନିବାସୀଙ୍କ ବଡ଼ ଝିଅ ଜାମି ତେଜସ୍ୱିନୀ ଏବେ ଡ଼ାକ୍ତରୀ ଶେଷ ବର୍ଷର ଛାତ୍ରୀ ତାଙ୍କ ପରିବାରର ଆର୍ଥିକ ସ୍ଥିତ ସ୍ୱଚ୍ଛଳ ନଥିଲେ ମଧ୍ୟ ତେଜସ୍ୱିନୀ ଓ ତାଙ୍କ ବାପା ଉଚ୍ଚ ଶିକ୍ଷିତା କରିବାକୁ ମନ ବଳାଇ ଥିଲେ ମଧ୍ୟ ଅର୍ଥ ସାଜିଥିଲା ବାଧକ ।
ବାପା ଶ୍ରୀନିବାସ ଦୈନିକ ବଜାରରେ ଗଟେ ଲେମ୍ବୁ ଦୋକାନ କରିଛନ୍ତି ।ପରେ ତାଙ୍କ ଅଜା ଆଇଙ୍କ ସହାୟତା ନେଇ ପାଠପଢି ସେ ଏବେ ଚାକିରି ନକରି ସେବା କରିବେ ବୋଲି ତାଙ୍କ ବାପା କହିଛନ୍ତି ।