ଗୋପାଳପୁର ସୁଭଦ୍ରା ମହତାବ ସେବା ସଦନରେ ରଜ ପର୍ବ ପାଳିତ

ଗଞ୍ଜାମ ଜିଲ୍ଲା ଗୋପାଳପୁର ସ୍ଥିତ ସୁଭଦ୍ରା ମହତାବ ସେବା ସଦନରେ ରଜ ପର୍ବ ପାଳିତ ହୋଇଥିଲା।

ଅନ୍ତେବାସୀମାନେ ଦୋଳି ଖେଳିବା ସହ ବିଭିନ୍ନ ପିଠା ଓ ରଜ ପାନର ମଜା ନେଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes