ମୁକ୍ତିଲାଭ କଲା ଜଗନ୍ନାଥ ଭଜନ “ଡାକୁଛୁରେ କାଳିଆ ତୁ”

ଆଜି ଦେବସ୍ନାନ ପୂର୍ଣ୍ଣିମା ଅବସରରେ ବୌଦ୍ଧ ଜିଲ୍ଲା ପଲଶାଗୋରା ଶ୍ରୀଜଗନ୍ନାଥ ମନ୍ଦିର ଠାରେ ଓଡ଼ିଶାର ସ୍ଵନାମଧନ୍ୟ କଣ୍ଠଶିଳ୍ପୀ କୁମାର ବାପିଙ୍କ ଏକ ଓଡ଼ିଆ ଜଗନ୍ନାଥ ଭଜନ “ଡାକୁଛୁରେ କାଳିଆ ତୁ” ମାମାନିଶା କ୍ରିଏସନ ୟୁଟ୍ୟୁବ ଚ୍ୟାନେଲରେ ମୁକ୍ତିଲାଭ କରିଛି ।

ଏଥିରେ ମନୋଜ ମହାନ୍ତି ଗୀତିକାର, ବ୍ରହ୍ମା କୁମ୍ଭାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବାବେଳେ ବିଜୟିନୀ ମହାନ୍ତି ପ୍ରାୟୋଜିକା, ଚନ୍ଦନ ଦନ୍ତା କ୍ୟାମେରା, ମନୋଜ ମହାନ୍ତି ଓ ସାଥି ଅଭିନୟରେ ରହିଥିବା ଜଣାଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes