ଗୋପାଳପୁର ବନ୍ଦରରେ ବିପଦ ସଂକେତ

ଦକ୍ଷିଣ ଆଣ୍ଡାମାନ ସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ସିଭିଅର ସାଇକୋଲନ ରେ ପରିଣତ ହୋଇଛି। ଉତ୍ତର-ପଶ୍ଚିମ ଦିଗରେ ଗତି କରି ଘଣ୍ଟା ପ୍ରତି ୧୨ ରୁ ୧୬ କିମି ବେଗରେ ଗତି କରୁଛି।

ମଙ୍ଗଳବାର ଅପରାହ୍ନ ଠାରୁ ଗଞ୍ଜାମ ଜିଲ୍ଲାର ଉପକୂଳ ବର୍ତ୍ତି କିଛି ସ୍ଥାନରେ ବର୍ଷା ସହ ସାମାନ୍ୟ ପବନ ହେବାର ସମ୍ଭାବନା ରହିଛି।ଏହାର ପ୍ରଭାବରେ ସମୁଦ୍ର ଅଶାନ୍ତ ଥିବାରୁ ଗୋପାଳପୁର ବନ୍ଦର କୁ ୨ ନଂ ସଙ୍କେତ ଜାରି ହୋଇଛି।ତେଣୁ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟ ଜିବୀ ମାନଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ବାରଣ କରାଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes