ମାଟ୍ରିକ ପରୀକ୍ଷାରେ ପରୀକ୍ଷାର୍ଥୀଙ୍କ ଅନୁପସ୍ଥିତିର ତର୍ଜମା କର : ସଚିବ

ମାଟ୍ରିକ ପରୀକ୍ଷାରେ ଫର୍ମ ଫିଲଅପ କରି ମଧ୍ୟ 43 ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ନ ଦେବା ଘଟଣାର କାରଣ ଖୋଜିବାକୁ ସ୍କୁଲ ସ୍ତରରେ ତଦନ୍ତ କରିବାକୁ ଆଜି ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଗଣଶିକ୍ଷା ବିଭାଗ ସଚିବ ବିଷ୍ଣୁପଦ ସେଠୀ ନିର୍ଦ୍ଦେଶ ଦେଇଛନ୍ତି l

ପିଲାମାନେ ସମ୍ମେଟିଭ -1 ଦେବା ପରେ ଫର୍ମ ଫିଲଅପ କରି ମଧ୍ୟ ସମ୍ମେଟିଭ -2 ନ ଦେବାର କାରଣ ଖୋଜିବାକୁ କୁହାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes