ଗୋପାଳପୁର ପାନ୍ଥ ନିବାସରେ ରଜ ଦୋଳିର ଶୁଭାରମ୍ଭ

ଗଞ୍ଜାମ ଜିଲ୍ଲା ଗୋପାଳପୁରସ୍ଥିତ ପାନ୍ଥନିବାସରେ ଆଜି ପ୍ରଥମ ରଜପର୍ବ ଅବସରରେ ପରିସରରେ ଅଧିକାରୀ ସନ୍ତୋଷ ରାଉତରାୟଙ୍କ ଅଧ୍ୟକ୍ଷତାରେ ପର୍ଯ୍ୟଟକଙ୍କ ପାଇଁ ଦୋଳିର ବ୍ୟବସ୍ଥା କରାଯାଇଥିଲା।

ଏହାକୁ ଏନ୍ ଏ ସି ଉପାଧକ୍ଷା ବି.ଉମା ଯୋଗ ଦେଇ ଦୋଳିର ଶୁଭାରମ୍ଭ କରିଥିଲେ। ଆରିସା,କାକରା,ପୋଡପିଠା, ମଣ୍ଡା ଆଦି ପ୍ରସ୍ତୁତ କରାଯାଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes