ସୁନାପାଲିରୁ ଶାଳଗଣ୍ଡି ଜବତ

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ୍ କୋଟସମଲାଇ ବିଟ୍ ଅନ୍ତର୍ଗତ ସୁନାପାଲିରୁ ବନ ବିଭାଗ ତରଫରୁ ଆଜି ୭ ପିସ୍ ବିଶିଷ୍ଟ ବିଶାଳ ଶାଳଗଣ୍ଡି ଜବତ କରାଯାଇଛି ।

ଏହି ସମୟରେ ଉଲୁଣ୍ଡା ରେଞ୍ଜର ଜଗବନ୍ଧୁ ବାରିକ, ଫରେଷ୍ଟ ଗାର୍ଡ ଦୀପାଞ୍ଜଳି ହରିପାଲ ଉପସ୍ଥିତ ଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes