ଗଛରେ ପିଟି ହେଲା ସ୍କୁଲ ବସ୍; ୧୫ ଛାତ୍ରଛାତ୍ରୀ ଆହତ

ଷଷ୍ଠରୁ ଦଶମ ପର୍ଯ୍ୟନ୍ତ ପ୍ରାୟ ୪୦ ପିଲାଙ୍କୁ ନେଇ ଆଦର୍ଶ ସ୍କୁଲକୁ ଯାଉଥିବା ଯାଉଥିବା ବସ୍ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଫାଟକି ଗାଁ ମୋହରା ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes