ରୋଷେଇ ସରଞ୍ଜାମରେ ତିଆରି ହୋଇଛି ହକି ବିଶ୍ୱକପ୍ ଟ୍ରଫି

ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ ଦିଆସିଲି କାଠି, ଗୋଲମରିଚ ଓ ଅଟା ଲୁଣ ଗୁଳାରେ ତିଆରି କରିଛନ୍ତି ଦୁଇ ଇଞ୍ଚ ଉଚ୍ଚତା ବିଶିଷ୍ଟ ହକି ବିଶ୍ୱକପ୍ ଟ୍ରଫି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes