ଖଲିଆପାଲି କଲ୍ୟାଣ ମଣ୍ଡପ ଠାରେ ତ୍ରୟୋ ମାସିକ ବୈଠକ

ସୋନପୁର ସଦରବ୍ଲକ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ରେଆର ସୋନପୁର ତରଫରୁ ଭୀମ ଭୋଇ କଲ୍ୟାଣ ମଣ୍ଡପ ଠାରେ ଅଭିଭାବକ ସଂଘ ର ତ୍ରୟୋ ମାସିକ ବୈଠକ ଅନୁଷ୍ଠିତ ହୋଇଛି।

ବୈଠକ ରେ ୩୬ ଜଣ ଏକତ୍ର ଅଭିଭାବକ ଯୋଗଦାନ କରିଥିଲେ। ମୂଖ୍ୟ ଅତିଥି ଭାବେ ଖଲିଆପାଲି ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ଶାଖା ପରିଚାଳକ ମନୋରଞ୍ଜନ ମିଶ୍ର ଯୋଗଦାନ କରି ଜୀବନ ବୀମା , ଅଟଲ ପେନ୍ସନ୍ ଯୋଜନା ଉପରେ କହିଲେ । ସମ୍ମାନିତ ଅତିଥି ଭାବେ କ୍ଷେତ୍ର ପଶୁ ଚିକିତ୍ସା ଅଧିକାରୀ ଲଲିତ କୁମାର ମେହେର ଯୋଗଦାନ କରିଥିଲେ । ଛେଲି ,ଗାଈ , କୁକୁଡ଼ା ପାଳନ ଏବଂ ତାଙ୍କର ଯତ୍ନ ବୀମା ଉପରେ କହିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes