କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ହାଟପଦା ନିକଟରେ ସ୍ଥାପିତ ବିପ୍ଳବୀ ଧରଣୀଧର ନାଏକଙ୍କ ପ୍ରତିମୂର୍ତ୍ତି ରାସ୍ତା କଡ଼ରେ ଅବହେଳିତ ହୋଇ ରହିଛି।
ଫଳରେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଉଛି। ଏଣୁ ରକ୍ଷଣା ବେକ୍ଷଣ କରି ନ ପାରିଲେ ମହାନ୍ ବ୍ୟକ୍ତିଙ୍କ ପ୍ରତିମୂର୍ତ୍ତିକୁ ବ୍ଲକ ଅଫିସ ପରି ସରରେ ରଖାଯାଉ ବୋଲି ଦାବି ହେଇଛି।