ଖଣି କ୍ଷତିଗ୍ରସ୍ତ ଲୋକଙ୍କ ସମସ୍ୟା ନେଇ ଆଲୋଚନା

ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଢେଙ୍କାନାଳ ସାଂସଦ ମହେଶ ସାହୁ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଆରକ୍ଷୀ ଅଧିକ୍ଷକ,ଏମସିଏଲର ନିର୍ଦ୍ଦେଶକ ଓ ସମସ୍ତ କୋଇଲାକ୍ଷେତ୍ରର ଜିଏମଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଛି l

ନକେଇପଶି, ରାକସ, କଳମଛୁଇଁ, ଯୋରାଗାଡ଼ିଆ, ହେଁସମୁଳ,ଛେଳିଆ ଆଦି ଗ୍ରାମର କ୍ଷତିଗ୍ରସ୍ତ ଲୋକଙ୍କ ସମସ୍ୟା ନେଇ ଆଲୋଚନା ହୋଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes