ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଅତିରିକ୍ତ ତହସିଲଦାର

କୁଚିଣ୍ଡାର ଅତିରିକ୍ତ ତହସିଲଦାର ୨୦୧୯ ବ୍ୟାଚ ଓଡ଼ିଶା ରାଜସ୍ୱ ସେବା ଅଧିକାରୀ ଶ୍ରୀମତୀ ସାରଦା ମହାରଣା ଏକ ଜବତ ଗାଡିର ଜରିମାନା ହ୍ରାସ କରିବାକୁ ଆଜି ଜଣେ ବ୍ୟକ୍ତି ଠାରୁ 1 ଲକ୍ଷ 20 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି l

କୁଚିଣ୍ଡା ସ୍ଥିତ ତାଙ୍କ ବାସଭବନରେ ଚଢ଼ାଉ ବେଳେ ଭିଜିଲାନ୍ସକୁ 3 ଲକ୍ଷ 3 ହଜାର 610 ଟଙ୍କା ମିଳିଥିବା ଅଧିକାରୀ କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes