ବାତ୍ୟା ସ୍ଥିତିର ମୁକାବିଲା ପାଇଁ 175 ଅଗ୍ନିଶମ ଟିମ ପ୍ରସ୍ତୁତ

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟରେ 175 ୟୁନିଟ ଅଗ୍ନିଶମ ଟିମ ପ୍ରସ୍ତୁତ ଥିବା ଆଜି କହିଛନ୍ତି ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ l

ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି l ଲୋକମାନେ ସମସ୍ୟାର ସମ୍ମୁଖୀନ ହେଲେ 112 କୁ କଲ କରିପାରିବେ ବୋଲି ସେ କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes