କୋର୍ଟ ପରିସରରେ ଦେହରେ କିରାସିନି ଢାଳି ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ବ୍ରହ୍ମପୁର ଏସ୍‌ଡିଜେଏମ୍ କୋର୍ଟ ପରିସରରେ ଜଣେ ମହିଳା ଦେହରେ କିରାସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିବା ବେଳେ ଉପସ୍ଥିତ ପୁଲିସ
ମହିଳାଙ୍କୁ କାବୁ କରିଛନ୍ତି।

ମହିଳା ଜଣକ କିଏ ଏବଂ କାହିଁକି ଏଭଳି ପଦକ୍ଷେପ ନେଉଥିଲେ ଅସ୍ପଷ୍ଟ ହୋଇନାହିଁ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes