ସୂଚନା କମିଶନର ବହିଷ୍କାର ଦାବିରେ ତୋଷାଳୀ ଭବନରେ ବିକ୍ଷୋଭ

ସୂଚନା କମିଶନର ବିକ୍ରମ ସେନାପତିଙ୍କ ବହିଷ୍କାର ଦାବିରେ ଆଜି ଭୁବନେଶ୍ୱର ସ୍ଥିତ ତୋଷାଳୀ ଭବନରେ ବିକ୍ଷୋଭ ଓ ଧାରଣା ଦେଇଛନ୍ତି ବିଭିନ୍ନ ଜିଲ୍ଲାର ସୂଚନା ଅଧିକାର କର୍ମୀ।

କମିଶନର ସେନାପତିଙ୍କ ସୂଚନା ଦେବାରେ ମନମାନି, ଖରାପ ବ୍ଯବହାର,ଅବହେଳା ଓ ବିଳମ୍ବ ପ୍ରତିବାଦରେ ଓଡିଶାର ବିଭିନ୍ନ ଜିଲ୍ଲାର ସୂଚନା ଅଧିକାର କର୍ମୀ ସୂଚନା କମିଶନର ସେନାପତିଙ୍କ ବିରୁଦ୍ଧରେ ବିକ୍ଷୋଭ କରି ଦାବିପତ୍ର ଦେଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes