ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ।ବୈଠକରେ ବର୍ତ୍ତମାନର ସ୍ଥିତିକୁ ଦେଖି ଆବଶ୍ୟକୀୟ ପଦକ୍ଷେପ ନେଇ ଆଲୋଚନା ହେବ।
ଏଥିରେ ସ୍ୱାସ୍ଥ୍ୟ ବିଭାଗ, ଆରଏମଆରସି, ଆଇଏଲ୍ଏସ, ବିଭିନ୍ନ ମେଡିକାଲ କଲେଜ କର୍ତ୍ତୃପକ୍ଷ ରହିବେ। ବୈଠକରେ ଗାଇଡଲାଇନ ନେଇ ସ୍ୱାସ୍ଥ୍ୟ ବିଭାଗ ରାଜ୍ୟ ସରକାରଙ୍କୁ ସୁପାରିସ୍ କରିବ।