ଗୋଷ୍ଠୀ ସଂଘର୍ଷରେ ୧ ମୃତ, ୨ ଗୁରୁତର

ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ସାମନ୍ତିଆପଲ୍ଲୀରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିବା ବେଳେ ଗୋଟିଏ ଗୋଷ୍ଠୀର ଛୁରାମାଡ଼ରେ ଏମ୍. ରାମାରାଓ ନାମକ ଜଣେ ବ୍ୟକ୍ତିର ମୃତ୍ୟୁ ଘଟିଛି।

ସଂଘର୍ଷରେ ଆଉ ୨ ଜଣ ଗୁରୁତର ହୋଇଛନ୍ତି ଉଭୟଙ୍କୁ ଏମକେସିଜେ ସ୍ଥାନାନ୍ତର କରାଯାଇଛି। ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷର କାରଣ ଅସ୍ପଷ୍ଟ ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes