ଆଜି ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ଵର ଗସ୍ତ ବେଳେ ନିଜର କିଛି ଦାବି ଜଣାଇବାକୁ ଜଣେ ଦିବ୍ୟାଙ୍ଗ ଗାଡ଼ି ଆଗକୁ ପଶି ଆସିଥିଲେ।
ପୁଲିସ୍ ତୁରନ୍ତ ଦିବ୍ୟାଙ୍ଗ ଯୁବକଙ୍କୁ ଉଠାଇ ନିଜ ହେପାଜତକୁ ନେଇଛି। ଦିବ୍ୟାଙ୍ଗ ଯୁବକ ଖଇରା ଅଞ୍ଚଳର ହୋଇଥିବା ସୂଚନା ମିଳିଛି।
Credible Local News of Odisha