କେବେ ଗଡିବ ଏହି ଗାଁ ଗୁଡିକୁ ମୋ ବସ୍

ଭୁବନେଶ୍ୱର ଚନ୍ଦକା ନିକଟବର୍ତ୍ତୀ ଅନ୍ଧାରୁଆ ଗ୍ରାମ ସମେତ ଅନ୍ୟ ଗାଁ ଗୁଡିକରେ ମୋ ବସ୍ ଚଳାଚଳର ସୁବିଧା ନଥିବାରୁ ଲୋକମାନେ ମୋ ବସ୍ ସେବାରୁ ବଞ୍ଚିତ ହେଉଥିବା ବାରମ୍ବାର ଅଭିଯୋଗ କରିଛନ୍ତି।

ଏଠାରେ ପ୍ରାୟ ପାଞ୍ଚ ହଜାରରୁ ଉର୍ଦ୍ଧ ଲୋକ ବସବାସ କରନ୍ତି ଓ ସେମାନେ ଯିବା ଆସିବା ପାଇଁ ହଇରାଣ ହେଉଛନ୍ତି।କଲେଜ ଯିବାକୁ ଛାତ୍ରଛାତ୍ରୀ ମାନେ ମଧ୍ୟ ଅସୁବିଧାର ସାମ୍ନା କରୁଥିବା କହିଛନ୍ତି। ଯଦି ପ୍ରଶାସନର ଦୃଷ୍ଟି ପଡନ୍ତା ତେବେ ଏହିସବୁ ଗାଁର ଲୋକମାନେ ଉପକୃତ ହୋଇପାରନ୍ତେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes