କେନ୍ଦୁଝର ରେ ବିଶ୍ଵ ହକି ଟ୍ରଫି ଓ ଓଲି ଙ୍କୁ ଭବ୍ୟ ସ୍ବାଗତ

କେନ୍ଦୁଝର ଠାରେ ବିଶ୍ଵ ହକି ଟ୍ରଫି ଓ ଓଲି ଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ଏହି ଅବସର ରେ ବିଭିନ୍ନ ସ୍ଥାନରେ ନୃତ୍ୟ ଗୀତ ଗାଇ ସ୍ଵାଗତ କରାଯାଇଥିଲା। କେନ୍ଦୁଝର ସହର ରୁ ପୁରୁଣା ସହର କୁ ଏକ ମାରାଥନ ଓ ବାଇକ୍ ରାଲି ରେ ନିଆ ଯାଇ ବଡ ଦାଣ୍ଡ ରେ ଏକ ପେଣ୍ଡାଲ ରେ ସ୍ଥାନିତ କରି ସ୍ଵାଗତ କରାଯାଇଥିଲା। ସେଠାରେ ଜିଲ୍ଲାର ରାଜନୈତିକ ନେତ୍ରୁ ବୃନ୍ଦ, ପ୍ରଶାସନିକ ଅଧିକାରୀ, ବିଶିଷ୍ଟ ବ୍ୟକ୍ତି ମାନେ ସ୍ଵାଗତ କରିଥିଲେ। ପରେ ଏକ ଶୋଭାଯାତ୍ରାରେ ଜିଲାପାଳ ଙ୍କ କାର୍ଯ୍ୟାଳୟ ପରିସର କୁ ଅଣାଯାଇ ସେଠାରେ କିଛି ସମୟ ରଖା ଯାଇଥିଲା। ସେଠାରୁ ମୟୂରଭଞ୍ଜ ଅଭିମୁଖେ ଯାତ୍ରା କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes