ହାତୀ ସୁରକ୍ଷା ଉପରେ ବନ ବିଭାଗ ଉଚ୍ଚସ୍ତରୀୟ ବୈଠକ

କେନ୍ଦୁଝର ଡିଏଫଓଙ୍କ କାର୍ଯ୍ୟାଳୟରେ ଆରସିସିଏଫ ରାଉଲକେଲା ଅରୁଣ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ ହାତୀମାନଙ୍କ ସୁରକ୍ଷା କୁ ନେଇ ଆଂଚଳିକସ୍ତରରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ହାତୀମାନଙ୍କର ବିଭିନ୍ନ ସମସ୍ୟା ଏବଂ ସେସବୁର ସମାଧାନ ଉପରେ ଆଲୋଚନା ହୋଇଥିଲା । ବିଶେଷ କରି ହାତୀମାନଙ୍କ ସଂଖ୍ୟାର ନୀରିକ୍ଷଣ,ହାତୀ ଶୀକାର ରୋକିବା ପାଇଁ ସ୍ୱତନ୍ତ୍ର ପ୍ରଣାଳୀ ପ୍ରସ୍ତତ କରିିବା,ରେଳ ରାସ୍ତା ଦୂର୍ଘଟଣାର ରୋକିବା,ବିଦ୍ୟୁତ୍ ଆଘାତରୁ ସୁରକ୍ଷା ବିଷୟରେ ଆଲୋଚନା ହୋଇଥିଲା । ହାତୀମାନଙ୍କ ସୁରକ୍ଷାରେ ଲୋକଙ୍କ ସହଭାଗିତାରେ କିପରି କରାଯାଇପାରିବ ନିର୍ଦ୍ଧାରଣ କରାଯାଇଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes