କେନାଲ ହିଡରେ ନିକଟରେ ଯୁବକଙ୍କର ମୃତ୍ୟୁ ଦେହ ଉଦ୍ଧାର

ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳାରେ ଆଜି କଲେଜ ପାଖ କେନାଲ ହିଡରେ ଯୁବକ ଜଣଙ୍କର ମୃତ୍ୟୁ ଦେହ ମିଳିଛି ।

ଯୁବକଙ୍କ ପରିଚୟ ଏବଂ ମୃତ୍ୟୁର କାରଣ ଜଣାପଡି ନାହିଁ । ଗତକାଲି ପ୍ରବଳ ଖରା ଯୋଗୁଁ ଜୀବନ ଯାଇଥାଇ ପାରେ ସ୍ଥାନୀୟ ଲୋକେ କହିଛନ୍ତି। ଘଟଣା ସ୍ଥଳରେ ପୁଲିସ ପହଁଚି ଶବକୁ ଜବତ୍ କରିବା ସହିତ ତଦନ୍ତ ଚଳାଇଛି । ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୁଲିସ କହିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes