ଜୁନ ୧୬ରେ ବାଲେଶ୍ଵର ବନ୍ଦକୁ ସଫଳ କରିବା ନେଇ ପଥପ୍ରାନ୍ତ ସଭା

ବାଲେଶ୍ଵରରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରତିବାଦରେ ଜୁନ ୧୬ ରେ ବିଭିନ୍ନ ସାମାଜିକ ସଙ୍ଗଠନ ପକ୍ଷରୁ ବାଲେଶ୍ବର ବନ୍ଦର ଡାକରା ଦିଆଯାଇଛି।

ଏନେଇ ଏହି ବନ୍ଦକୁ ସଫଳ କରିବା ନେଇ ଆଜି ସହରର ଆଇଟିଆଇ ଛକଠାରେ ଜିଲ୍ଲା ଓକିଲ ସଂଘ ଓ ସିଭିଲ ସୋସାଇଟି ପକ୍ଷରୁ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes