ପୁରୀ ଜିଲ୍ଲା ନିମାପଡ଼ା ଥାନା ଝାମ୍ପୁଲାକୁଦ ନିକଟ ଦେବୀନଦୀ ବନ୍ଧରୁ ଉଦ୍ଧାର ହୋଇଛି ମୃତଦେହ।
ମୃତଦେହ ନିକଟରୁ ଶାବଳ, ଗଇଁତି ପଡ଼ିଥିବାରୁ ଜମିବାଡ଼ି ବିବାଦରୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତଦେହ ଜବତ କରି ନିମାପଡ଼ା ପୁଲିସ ତଦନ୍ତ କରୁଛି।
Credible Local News of Odisha